ଭିଜିଲାନ୍ସ ଜାଲରେ ପଂଚାୟତ ନିର୍ବାହୀ ଅଧିକାରୀ ତ୍ରିନାଥ ସେଠୀ ! ୧୦ ହଜାର ଟଙ୍କା ଲାଂଚ ନେଉଥିବାବେଳେ ଗିରଫ କଲା ଭିଜିଲାନ୍ସ

41

କନକ ବ୍ୟୁରୋ: ମହଙ୍ଗା ପଡିଲା ଲାଂଚ ନେବା । ବିଜୁ ପକ୍କା ଘର କରାଇଦେବା ପାଇଁ ଲାଂଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ପଂଚାୟତ ନିର୍ବାହୀ ଅଧିକାରୀ । ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ ଅସରଡା ପଂଚାୟତ ଅଧିକାରୀ ତ୍ରିନାଥ ସେଠୀ ୧୦ ହଜାର ଟଙ୍କା ଲାଂଚ ନେଉଥିବାବେଳେ ଗିରଫ କରିଛି ଭିଜିଲାନ୍ସ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –