ଭିଜିଲାନ୍ସ ଜାଲରେ ଚମ୍ପୁଆ ରେଂଜର ! ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଛାନଭିନ୍

21

କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ଚମ୍ପୁଆ ଫରେଷ୍ଟ ରେଂଜର । ଭରତ ଚନ୍ଦ୍ର ଘଡେଇଙ୍କ ଚମ୍ପୁଆ ବାସଭବନ ଓ କାର୍ଯ୍ୟାଳୟ ସମେତ ଏକକାଳୀନ ୬ଟି ସ୍ଥାନରେ ଚଢାଉ ଜାରି ରହିଛି । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଭୁବନେଶ୍ୱର, ରାଉରକେଲା, ଢେଙ୍କାନାଳରେ ଥିବା ସମ୍ପର୍କୀୟଙ୍କ ଘରେ ମଧ୍ୟ ଛାନଭିନ୍ କରୁଛି ଭିଜିଲାନ୍ସ ।

ଏହାସହ ଦେଖନ୍ତୁ ଏହି ଭିଡିଓ –