ଆଇଏସ ଅଫିସର ପାର୍ଥସାରଥୀଙ୍କୁ ରିମାଣ୍ଡରେ ନେବ ଭିଜିଲାନ୍ସ ! ୫ ଦିନିଆ ରିମାଣ୍ଡ ପାଇଁ କରିଛି ଆବେଦନ

32

କନକ ବ୍ୟୁରୋ: ଆଇଏସ ଅଫିସର ପାର୍ଥସାରଥୀ ମିଶ୍ରଙ୍କୁ ରିମାଣ୍ଡରେ ନେବ ଭିଜିଲାନ୍ସ । ୫ ଦିନିଆ ରିମାଣ୍ଡରେ ନେବାକୁ ସ୍ୱତନ୍ତ୍ର କୋର୍ଟରେ ଭିଜିଲାନ୍ସ ଆବେଦନ କରିଛି । ତେବେ ପାର୍ଥସାରଥୀଙ୍କ ଜାମିନ ଆବେଦନ ଉପରେ ଶୁଣାଣି ହୋଇଛି । କୋର୍ଟ ରାୟ ସଂରକ୍ଷିତ କରିଛନ୍ତି । ଭିଜିଲାନ୍ସ ପାର୍ଥସାରଥୀଙ୍କ ଘରେ ଚଢାଉ କରି ୫ କୋଟି ଟଙ୍କାର ସଂପତି ଜବତ କରିଥିଲା ।

 ଏହା ସହ ଦେଖନ୍ତୁ ଏହି ଭିଡିଓ-