୪ ବିଜେଡି ବିଧାୟକ ଲାଂଚ ମାଗିବା ଘଟଣା : ୱେବ୍ ଚ୍ୟାନେଲ ମୁଖ୍ୟ ରବି ଶର୍ମାଙ୍କୁ ଭିଜିଲାନ୍ସ ନୋଟିସ୍

24

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ୪ ବିଜେଡି ବିଧାୟକ ଲାଂଚ ମାଗିବା ଘଟଣାରେ ୱେବ୍ ଚ୍ୟାନେଲ ମୁଖ୍ୟ ରବି ଶର୍ମାଙ୍କୁ ଭିଜିଲାନ୍ସ ନୋଟିସ୍ କରିଛି । ଭିଜିଲାନ୍ସ ମୁଖ୍ୟାଳୟରେ ହାଜର ହେବା ପାଇଁ ତାଙ୍କ ମଧୁସୂଦନନଗରସ୍ଥିତ ଭଡା ଘରେ ଏହି ନୋଟିସ୍ ଲଗାଯାଇଛି । ପୂର୍ବରୁ ମଧ୍ୟ ରବିଙ୍କୁ ନୋଟିସ୍ ଜାରି କରାଯାଇଥିଲା । ତେବେ ଆଜି ହାଜର ନହେଲେ ଆଉ ଥରେ ନୋଟିସ୍ ଦିଆଯିବ ବୋଲି ସୂଚନା ଦେଇଛନ୍ତି ଭିଜିଲାନ୍ସ ଡିଜି ।