ସୁନ୍ଦରଗଡ : କିରେଇ ପଂଚାୟତରେ ଇନ୍ଦିରାଆବାସ ବଂଟନରେ ପିସି କାରବାର ନେଇ ଭିଜିଲାନ୍ସ ବିଭାଗର ତନାଘନା

16

କନକ ବ୍ୟୁରୋ : ସୁନ୍ଦରଗଡ ସଦର ବ୍ଲକ୍ କିରେଇ ପଂଚାୟତରେ ଇନ୍ଦିରାଆବାସ ବଂଟନରେ ପିସି କାରବାର ନେଇ ଭିଜିଲାନ୍ସ ବିଭାଗର ତନାଘନା । ଆଜି ପଂଚାୟତ କାର୍ଯ୍ୟାଳୟରେ ଭିଜିଲାନ୍ସ ବିଭାଗର ଏକ ଟିମ୍ ପହଁଚି ବିଭିନ୍ନ କାଗଜପତ୍ର ଯାଂଚ କରୁଛି । କିରେଇ ପଂଚାୟତରେ ଇନ୍ଦିରାଆବାସ ବଂଟନରେ ଲାଂଚ କାରବାର ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଏନେଇ କନକ ନ୍ୟୁଜରେ ଖବର ପ୍ରସାରଣ କରାଯାଇଥିଲା । ତାପରେ ଆଜି ଖୋଳତାଡ ଆରମ୍ଭ କରିଛି ଦୁର୍ନୀତି ନିବାରଣ ବିଭାଗ ।