ଭିଜିଲାନ୍ସ ଜାଲରେ ସରକାରୀ ଅଧିକାରୀ ! ମାଇକ୍ରୋ ୱେବର ଆଡିସନାଲ ଜେନେରାଲ ମ୍ୟାନେଜର ଜିସି ବିଡିକା ଗିରଫ

24

କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ସରକାରୀ ଅଧିକାରୀ । ମାଇକ୍ରୋ ୱେବ ପ୍ରୋଜେକ୍ଟର ଆଡିସନାଲ ଜେନେରାଲ ମ୍ୟାନେଜର ଲାଂଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ମ୍ୟାନେଜର ଜିସି ବିଡିକା ୧ଲକ୍ଷ ଟଙ୍କା ଲାଂଚ ନେବାବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ବିଏସଏନଏଲ କଂଟ୍ରାକ୍ଟରଙ୍କ ଠାରୁ ସେ ଏହି ଟଙ୍କା ଲାଂଚ ନେଉଥିଲେ ।