ରଥଯାତ୍ର ନହେଲେ ବିଶ୍ୱକୁ ବିପଦ ରହିବ । ପରମ୍ପରା ବ୍ୟତ୍ରିକମ ହେଲେ ରାଜାଙ୍କ କୂଳ ନାଶ ହେବ , ମହାପ୍ରଭୁଙ୍କ ନେତ୍ର ଜଗତ ଉପରେ ପଡିଲେ ବହୁତ ଭଲ : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିୟମ ମଧ୍ୟରେ ରଥଯାତ୍ରା ହେଉ, : ଛତିଶା ନିଯୋଗ ମହାନାୟକ

529