ତାଲାବନ୍ଦ ସମୟରେ ଆପଣ ନେଉଛନ୍ତି ସ୍ୱଚ୍ଛ ବାୟୁ । କରୋନା କଟକଣା କମାଇ ଦେଇଛି ବାୟୂ ପ୍ରଦୂଷଣର ମାତ୍ରା । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସୂଚନା, ଭୁବନେଶ୍ୱର ଓ ବ୍ରହ୍ମପୁରରେ କମିଛି ୬୦ ପ୍ରତିଶତ ପ୍ରଦୂଷଣ

137