ଦିଲ୍ଲୀ ଏମ୍ସ ଗଲେ ଓଡିଆ କମେଡ଼ି କିଙ୍ଗ୍ ପପୁ ପମପମ୍ ! ସ୍ୱତନ୍ତ୍ର ଏୟାର ଆମ୍ବୁଲାନ୍ସ ଯୋଗେ କରାଗଲା ସ୍ଥାନାନ୍ତର, ଖୁବଶୀଘ୍ର ସୁସ୍ଥ ହୋଇ ଫେରିବା ପାଇଁ ଭଗବାନଙ୍କ ନିକଟରେ ପ୍ରଂଶସକଙ୍କ ପୂଜାର୍ଚ୍ଚନା

182