ମୋଦିଙ୍କ ନେତୃତ୍ୱରେ ଲୋକଙ୍କ ବିଶ୍ୱାସ ଅଛି । ଲୋକମାନେ ମୋ କାର୍ଯ୍ୟକୁ ଜାଣିଛନ୍ତି, ୨୦୧୪ ଅପେକ୍ଷା ୨୦୧୯ରେ ଅଧିକ ଭୋଟ ପାଇବି ବୋଲି ଆଶା ରହିଛି : ଜୁଏଲ ଓରାମ

97