କରୋନା ନେଇ ରାଜ୍ୟ ସରକାରଙ୍କ ତାଜା ସୂଚନା : ବାହାର ରାଜ୍ୟରୁ କାହିଁକି ଫେରିବାକୁ ଦିଆଯାଉଛି ବୋଲି କିଛି ପ୍ରଶ୍ନ କରୁଛନ୍ତି। ବାହାରୁ ଆସୁଥିବା ଲୋକଙ୍କ ଦ୍ବାରା ସଂକ୍ରମଣ କିଛି ବଢିପାରେ ହେଲେ ଏହାକୁ ନେଇ ବିଚଳିତ ହେବା ଉଚିତ୍ ନୁହଁ

119