ମୁହଁ ଖୋଲିଲେ ମଡେଲ୍ : କହିଲେ, କାଳରାତିରେ ଚଳନ୍ତାଗାଡିର କାହାଣୀ

44

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଯୁବତୀଙ୍କୁ ଅପହରଣ ପରେ ଚଳନ୍ତା ଗାଡିରେ ଦୁଷ୍କର୍ମ ଉଦ୍ୟମ ରାଜଧାନୀରେ ଚାଂଚଲ୍ୟ ଖେଳାଇ ଦେଇଛି । କିଭଳି ସଇତାନ୍ ସାଜିଥିଲା ଶନିବାର ରାତି । ପୁରା ଫିଲ୍ମ କାହାଣୀ ଭଳି ଉଦ୍ଧାର ପାଇଥିଲେ ଯୁବତୀଜଣକ। ଏଭଳି ନାରକୀୟ କାଣ୍ଡ ଚାଲୁଥିଲାବେଳେ କମିଶନରେଟ ପୋଲିସ କିଭଳି ଉଦ୍ଧାର କରିଥିଲା ତାଙ୍କୁ । କନକ ନ୍ୟୁଜକୁ ଏକ ଏକ୍ସକ୍ଲୁସିଭ ସାକ୍ଷାତକାର ଦେଇ ଯୁବତୀ ବଖାଣିଛନ୍ତି ପୁରା ଘଟଣା । କେମିତି ଦୁଇ ଦୁଇ ଜଣ ପୁରୁଷ ବନ୍ଧୁଙ୍କ ସହ ଘରକୁ ଫେରୁଥିବା ବେଳେ ଅସହାୟ ହୋଇପଡିଥିଲେ ଯୁବତୀ । ଆଉ ଗଣଦୁଷ୍କର୍ମ ପୂର୍ବରୁ ଦେବଦୂତ ଭଳି କିଏ ପହଂଚିଥିଲା ଯୁବତୀଙ୍କ ପାଖରେ ଶୁଣନ୍ତୁ।