ଭୁବନେଶ୍ୱରରେ କେନ୍ଦ୍ରମନ୍ତ୍ରୀ ଭେଙ୍କେୟା ନାଇଡୁ ! ସାଲିଆ ସାହିରେ ଆଜି ‘ସବକା ସାଥ ସବକା ବିକାଶ’ କାର୍ଯ୍ୟକ୍ରମରେ ଦେବେ ଯୋଗ

55

କନକ ବ୍ୟୁରୋ : ଭୁବନେଶ୍ୱରରେ କେନ୍ଦ୍ର ସହରାଚଂଳ ବିକାଶ ମନ୍ତ୍ରୀ ଭେଙ୍କେୟା ନାଇଡୁ । ଭେଙ୍କେୟା ଆଜି ସାଲିଆ ସାହିରେ ବିଜେପି ପକ୍ଷରୁ ଆୟୋଜିତ ‘ସବକା ସାଥ ସବକା ବିକାଶ’ କାର୍ଯ୍ୟକ୍ରମରେ ଯୋଗଦେବେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ଯୋଗଦେବେ । ଏନଡିଏ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ଲାଗି ଦେଶବ୍ୟାପୀ ଏହି ସବ କା ସାଥ ସବ କା ବିକାଶ କାର୍ଯ୍ୟର୍କ୍ରମର ଆୟୋଜନ କରାଯାଇଛି ।