ରିଲିଜ ହେଲା ବୀରାପ୍ପନର ଟ୍ରେଲର

52

ରିଲିଜ ହେଲା ବୀରାପ୍ପନର ପ୍ରଥମ ଟ୍ରେଲର । ଜଙ୍ଗଲଦସୁ୍ୟ ବୀରାପ୍ପନର ଜୀବନିକୁ ନେଇ ପ୍ରସ୍ତୁତ ହୋଇଛି ଏହି ବାୟୋପିକ ଫିଲ୍ମ । ଟ୍ରେଲରରେ ରହିଛି କଡା ଡାଇଲଗ,ଭରପୁର ଆକ୍ସନ ହିନ୍ଦୀ ବ୍ୟତିତ କନ୍ନଡ,ତେଲଗୁ ଓ ତାମିଲ ଭାଷାରେ ରିଲିଜ ହେବ ଫିଲ୍ମ ବୀରାପ୍ପନ ।ସନ୍ଦିପ ଭରଦ୍ୱାଜ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । । ଫିଲ୍ମର ନିଦେ୍ର୍ଦଶନା ଦାୟିତ୍ୱରେ ଅଛନ୍ତି ରାମ ଗୋପାଳ ବର୍ମା ଓ ପ୍ରଯୋଜନା ଭାର ସମ୍ଭାଳିଛନ୍ତିି ସଚିନ ଯୋଶୀ । ମେ ୨୧ରେ ପରଦାକୁ ଆସିବ ବୀରାପ୍ପନ ।