ଇଣ୍ଡିଆନ୍ ବ୍ୟାଙ୍କରେ ମ୍ୟାନେଜର ହେବାର ସୁବର୍ଣ୍ଣ ସୁଯୋଗ ! ଜାଣନ୍ତୁ କିପରି କରିବେ ଆବେଦନ

42

ଆଜିକାଲି ଚାକିରି ଖଣ୍ଡେ ପାଇବା ଭାରି କଷ୍ଟକର ହୋଇପଡ଼ୁଛି । ଚାକିରି ପାଇଁ ଛାତ୍ରଛାତ୍ରୀଙ୍କୁ ଅନେକ କଷ୍ଟ କରିବା ପାଇଁ ପଡ଼ୁଛି ।  ବେଳେବେଳ ନିଯୁକ୍ତ ସୁଯୋଗ ସୃଷ୍ଟି ହେଉନଥିବାରୁ ମିଳୁନି ଚାକିରି । ତେବେ ଆପଣ ବ୍ୟାଙ୍କ ଚାକିରି କରିବା ପାଇଁ ଚାହୁଁଥିଲେ, ଆପଣଙ୍କ ପାଇଁ ଆସିଛି ସୁବର୍ଣ୍ଣ ସୁଯୋଗ । ଇଣ୍ଡିଆନ ବ୍ୟାଙ୍କରେ ମ୍ୟାନେଜର ହେବାର ସୁଯୋଗ । ଯଦି ଆପଣ ଏହି ପଦ ପାଇଁ ଆବଦେନ କରଶବା ପାଇଁ ଚାହାନ୍ତି , ତେବେ ପ୍ରଥମେ ସମ୍ମନ୍ଧିତ ୱେବଗ୍ଧାଇଟକୁ ଯାଆନ୍ତୁ ଏବଂ ଆବେଦନ କରନ୍ତୁ । ଏଥିପାଇଁ ଆପଣଙ୍କୁ ମେ ମାସ ୨ ତାରିଖ ପୂର୍ବରୁ ଆବେଦନ କରିବା ପାଇଁ ପଡ଼ିବ ।

ପଦବୀ ସଂଖ୍ୟା : ୧୪୫

ପଦବୀ ବିଷୟରେ ସବିଶେଷ ବିବରଣୀ : ମ୍ୟାନଜର, ଆସିଷ୍ଟାଂଟ ମ୍ୟାନେଜର, ସିନିୟର୍ ମ୍ୟାନେଜର ଓ ଚିଫ୍ ମ୍ୟାନେଜର

ଯୋଗ୍ୟତା : ପଦ ଅନୁସାରେ

ବୟସ ସୀମା : ୨୦ ବର୍ଷ ରୁ ୪୦ ବର୍ଷ

ଆବେଦନ କରିବାର ଶେଷ ତାରିଖ : ୨ ମଇ, ୨୦୧୮

ଆବେଦନ ଶୁଳ୍କ : ବିଭାଗ ଅନୁସାରେ ୬୦୦/୧୦୦

ୱେବସାଇଟ୍ :  www.indianbank.in

କିପରି କରିବେ ଆବେଦନ : ଆଶାୟୀ ପ୍ରାର୍ଥୀ ୱେବସାଇଟରେ ଯାଇ ଦିଆଯାଇଥିବା ନିର୍ଦ୍ଦେଶ ଅନୁସାରେ ଆବେଦନ ପ୍ରକ୍ରିୟା ପୂରଣ କରନ୍ତୁ । ଆଉ ତା’ପରେ ଆବଦେନ ପତ୍ରର ପ୍ରିଂଟଆଉଟକୁ ସୁରକ୍ଷିତ ରୂପେ ରଖି ନିଅନ୍ତୁ ।

ଚୟନର ଅଧାର : ଲିଖିତ ପରୀକ୍ଷା