ଆଜି ଓଡିଶା ପୁଲିସର ୮୧ ତମ ପ୍ରତିଷ୍ଠା ଦିବସ

2

ଆଜି ଓଡିଶା ପୁଲିସର  ୮୧ ତମ ପ୍ରତିଷ୍ଠା ଦିବସ । ଏନେଇ କଟକ ପୁଲିସ ମୁଖ୍ୟାଳୟରେ ହୋଇଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । ଏହି ଅବସରରେ ଓଡିଶା ପୁଲିସ କଲ୍ୟାଣ ପାଣ୍ଠି ୧୦ରୁ ୩୦ ଲକ୍ଷ ବୃଦ୍ଧି କରଯାଇଛି । ଲୋକ କିପରି ନ୍ୟାୟ ପାଇବେ  ସେ ନେଇ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ନକ୍ଟଲ ଅଭିଯାନରେ ଓଡିଶା ପୁଲିସକୁ ସଫଳତା ମିଳିଥିବା ନବୀନ କହିଛନ୍ତି । ଏହା ସହ  ଟେଣ୍ଡର ମାଫିଆ ଓ ଅପରାଧୀଙ୍କୁ ଧରିବାକୁ ଆରମ୍ଭ ହୋଇଥିବା ଅଭିଯାନକୁ ପ୍ରଶଂସା କରିଛନ୍ତି ନବୀନ ।

Comments are closed.