ଗୋଟିଏ ଗୀତରେ ୨୫ଟି କିସିଂ ସିନ୍ : ରିଲିଜ୍ ହେଲା ଫିଲ୍ମ ‘ବେଫିକ୍ରେ’ର ପ୍ରଥମ ରୋମାଂଟିକ୍ ଟ୍ରାକ୍

18

ରିଲିଜ୍ ହୋଇଛି ଅପକମିଙ୍ଗ୍ ରୋମାଂଟିକ୍ ଫିଲ୍ମ ‘ବେଫିକ୍ରେ’ର ପ୍ରଥମ ଗୀତ । ଗୀତର ମୁଖଡା ରହିଛି ‘ଲବୋଂ କା କାରୋବାର୍’ ଯାହାର ମ୍ୟୁଜିକ୍ କମ୍ପୋଜ କରିଛନ୍ତି ବିଶାଲ- ଶେଖର୍ । ତେବେ ସବୁଠାରୁ ମଜାଦାର କଥା ହେଉଛି ୩.୧୬ସେକେଣ୍ଡର ଏହି ଗୀତର ଆରମ୍ଭରୁ ଶେଷ ଯାଏ କେବଳ କିସିଂ ସିନ୍ ହି ଦେଖିବାକୁ ମିଳିଛି । ଏହି ଗୀତ ଦେଖିବା ବେଳେ ଦର୍ଶକ ମାନେ ନିଶ୍ଚୟ ରଣବୀର ସିଂ ଓ ବାଣୀ କପୁରଙ୍କୁ ମିସ୍ କରିବେ । କାରଣ ଉଭୟ ଏହି ଗୀତରେ ନାହାନ୍ତି । ୟଶ୍ ରାଜ୍ ଫିଲ୍ମ ବ୍ୟାନରରେ ନିର୍ମିତ ଏହି ଫିଲ୍ମ ଡିସେମ୍ବର ୯ତାରିଖରେ ପରଦାକୁ ଆସିବ।