ସାଥ୍ ଦେଲେ ‘ବୁଆ’ ! କପିଲଙ୍କ ଶୋ’କୁ ଫେରିଲେ ଉପାସନା ସିଂ

36

କଣ ଆପଣ କମେଡି କିଙ୍ଗଙ୍କ ‘ଦ କପିଲ୍ ଶର୍ମା’ଙ୍କ ଶୋ’ ଦେଖନ୍ତି କି ? ଯଦି ହଁ ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର । କପିଲଙ୍କ ଶୋ’କୁ ଫେରୁଛନ୍ତି ପୁରୁଣା ସଦସ୍ୟ ‘ବୁଆ’ । ଅର୍ଥାତ୍ ଶୋ’ରେ କପିଲଙ୍କ ବୁଆ ଚରିତ୍ରରେ ଅଭିନୟ କରୁଥିବା ଉପସନା ସିଂ । ବିପଦ ବେଳେ କପିଲଙ୍କୁ ସାଥ୍ ଦେଇଛନ୍ତି ବୁଆ । ସୂଚନା ଅନୁସାରେ ଉପାସନା ଶୋ’କୁ ଗ୍ରାଣ୍ଡ୍ କମ୍ ବ୍ୟାକ୍ କରୁଛନ୍ତି ।

ମଝି ଆକାଶରେ ସୁନୀଲଙ୍କ ସହ ଝଗଡା ପରେ କପିଲଙ୍କ କମେଡିରେ ଲାଗି ଯାଇଥିଲା କମା । ପ୍ରଥମେ ସୁନୀଲ୍ ଶୋ’ ଛାଡି ଥିଲେ । ପରେ ଅଲ୍ଲୀ ଅସଗର୍ ଏବଂ ଧୀରେ ଧୀରେ ପୁରୁଣା ସଦସ୍ୟ ଶୋ’କୁ ବାଏ ବାଏ କହିଥିଲେ । ତେବେ ବୁଆଙ୍କ ପରେ ଏବେ ଦର୍ଶକ ଅପେକ୍ଷା