ବିନା ଅନୁମତିରେ ଭିଡିଓ ରେକଡିଂ କରିଥିବା ନେଇ ଲକ୍ଷ୍ମୀସାଗର ଥାନାରେ ରାଜେଶ ପତିଙ୍କ ନାଁରେ ସାନି ଏତଲା

30

ଭୁବନେଶ୍ୱର ବ୍ୟୁରୋ : ବିନା ଅନୁମତିରେ ଭିଡିଓ ରେକଡିଂ କରିଥିବା ନେଇ ଲକ୍ଷ୍ମୀସାଗର ଥାନାରେ ରାଜେଶ ପତିଙ୍କ ନାଁରେ ସାନି ଏତଲା କରିଛନ୍ତି ଉପାସନା।

ଏହା ସହ କାଷ୍ଟିଂ କାଉଚ୍ ବ୍ଲାକମେଲିଂ ପ୍ରସଙ୍ଗ : ଆସିଲା ଉପାସନା-ରାଜେଶଙ୍କ ସଂପର୍କର ଭିଡିଓ,ସେପଟେ ଥାନାରେ ରାଜେଶଙ୍କ ବୟାନ ରେକର୍ଡ