ବଢିଲା ୟୁପି ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବଳୟ ! ଜେଡ୍ ପ୍ଲସ ସହ ଯୋଗୀଙ୍କୁ ମିଳିବ ଏନଏସଜିର ସୁରକ୍ଷା କବଚ

26

କନକ ବ୍ୟୁରୋ : ବଢିଲା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା । ଜେଡ୍ ପ୍ଲସ ସହ ଏଣିକି ଯୋଗୀଙ୍କୁ ମିଳିବ ଏନଏସଜିର ସୁରକ୍ଷା କବଚ । ୨୮ ଜଣ ବଛା ବଛା କମାଣ୍ଡୋ ସବୁବେଳେ ତାଙ୍କ ସାଥିରେ ରହିବେ । ଗତକାଲି ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି ନିଷ୍ପତି ନିଆଯାଇଛି । ପୂର୍ବରୁ ତାଙ୍କୁ ୱାଇ ଶ୍ରେଣୀର ସୁରକ୍ଷା ମିଳୁଥିଲା ।