ସମ୍ବଲପୁର ସହରରେ ବେନାମୀ ପୋଷ୍ଟର : ଥାନାରେ ଏତଲା ଦେବ ବିଜେପି

23

ସମ୍ବଲପୁର : ସମ୍ବଲପୁର ସହରରେ ବେନାମୀ ପୋଷ୍ଟର । ଥାନାରେ ଏତଲା ଦେବ ବିଜେପି । ବରିଷ୍ଠ ବିଜେପି ନେତା ସୁରେଶ ପୂଜାରୀଙ୍କ ସୂଚନା। ପ୍ରକାଶକ ଓ ମୁଦ୍ରକ ନଥିବାରୁ ପୋଷ୍ଟରଟି ବେଆଇନ୍।