ରାଜନୀତିରେ ଫିତାଖଟ ଆଉ ଆଦିବାସୀ ଘର : ବାଲିଗୁଡାରେ ରାମକ୍ରିପାଲ ଯାଦବଙ୍କ ଶୋ, ଆଦିବାସୀ ଘରେ ଖାଇଲେ ଶୋଇଲେ

30

କନକ ବ୍ୟୁରୋ : ଆଦିବାସୀ, ଦଳିତଙ୍କ ଘରେ ଡେରା ପକାଉଛନ୍ତି କେନ୍ଦ୍ରମନ୍ତ୍ରୀ । ଏକାଠି ବସି ଖାଉଛନ୍ତି, ରାତିରେ ଖଟିଆରେ ଶୋଉଛନ୍ତି । ବାଲିଗୁଡା ଗସ୍ତ ଅବସରରେ ଏକ ଆଦିବାସୀ ପରିବାରରେ ରାତ୍ରିଯାପନ କରିଥିଲେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ । ସେହିପରି ଖୋର୍ଦ୍ଧାରେ ମଧ୍ୟ ଦଳିତ ପରିବାରରେ ମଧ୍ୟାହ୍ନ ଭୋଜନ କରିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ । ଏହା ନେତାଙ୍କ ଆନ୍ତରିକତା ନା ପୂର୍ବ ପ୍ରସ୍ତୁତ ରାଜନୈତିକ ଷ୍ଟଂଟ୍ ?

ଦେଖନ୍ତୁ ଏହି ଭିଡିଓ –