ଚିହ୍ନଟ ହୋଇ ନପାରିବାରୁ ଏନକାଉଂଟରରେ ମୃତ୍ୟୁ ହୋଇଥିବା ୧୨ ମାଓବାଦୀଙ୍କ ଶବକୁ ପୋତିଲା ମାଲକାନଗିରି ପୁଲିସ୍

18

ମାଲକାନଗିରି : ମାଲକାନଗିରିରେ ଏନକାଉଂଟରରେ ମୃତ୍ୟୁ ହୋଇଥିବା ୧୨ ମାଓବାଦୀଙ୍କ ଶବକୁ ପୋତିଲା ପୁଲିସ । ଚିହ୍ନଟ ହୋଇନପାରିବାରୁ ଏମାନଙ୍କୁ ମୃତଦେହକୁ ପୋତାଯାଇଛି । ୩୦ ମାଓବାଦୀଙ୍କ ମୃତଦେହ ମାଲକାନଗିରି ଅଣାଯାଇଥିଲା । ୧୬ଟି ଶବ ଚିହ୍ନଟ ହୋଇ ପରିବାର ଲୋକଙ୍କୁ ହସ୍ତାନ୍ତାର କରାଯାଇଥିବା ବେଳ ଆଉ ୨ଟି ଆନ୍ଧ୍ରପୁଲିସ ହସ୍ତାନ୍ତାର କରାଯାଇଥିଲା ।