UIDAIରେ ନିଯୁକ୍ତି ସୁଯୋଗ : ଜାଣନ୍ତୁ ,କେମିତି କରିବେ ଆବେଦନ

41

ୟୁନିକ୍ ଆଇଡେଂଟିଫିକେସନ ଅଥୋରିଟି ଅଫ୍ ଇଣ୍ଡିଆ(UIDAI ) ଜବ୍ ନୋଟିଫିକେସନ ଜାରି କରିଛି । ଏବଂ ଇଚ୍ଛୁକ ଇଂଜିନିୟରମାନଙ୍କ ଠାରୁ ଆବେଦନ ପତ୍ର ଗ୍ରହଣ କରାଯାଉଛି । ଆଶାୟୀ ପ୍ରାର୍ଥୀ ନିଜର ଆବେଦନ ଅଫିସିଆଲ୍ ୱେବସାଇଟରେ ଜମା କରିପାରିବୋ

ଏଥିପାଇଁ ପ୍ରାର୍ଥୀ ଆବେଦନ କରିପାରିବେ । ଏଥିପାଇଁ ପ୍ରାର୍ଥୀଙ୍କ ପାଖରେ ୦-୫ ବର୍ଷର ଅଭିଜ୍ଞତା ଥିବା ଜରୁରି । ଏହାଠାରୁ ଅଧିକ ଅଭିଜ୍ଞତା ଥିବା ପ୍ରାର୍ଥୀ ମଧ୍ୟ ଆବେଦନ କରିପାରିବେ । ଜବ୍ ଦିଲ୍ଲୀ , ମୁମ୍ବାଇ , ବେଙ୍ଗାଲୁରୁ ,ହାଇଦ୍ରାବାଦ ଏବଂ ଚଣ୍ଡୀଗଡ ପାଇଁ ଅଟେ ।

ପ୍ରାର୍ଥୀଙ୍କୁ ସଫ୍ଟୱେର ଡେଭେଲପମେଂଟ , ଟେକ୍ନୋଲୋଜି ଆର୍କିଟେକ୍ଚର ଡିଜାଇନ୍ , ସଫ୍ଟୱେର ଟେଷ୍ଟିଂ , ବାୟୋମେଟ୍ରିକ୍ସ, କ୍ରିପ୍ଟୋଗ୍ରାଫି , ସାଇବର ସିକ୍ୟୁରିଟି , ପ୍ରୋଜେକ୍ଟ ମ୍ୟାନେଜମେଂଟ ଆଦିରେ ଅଭିଜ୍ଞତା ହେବା ଜରୁରି । ଜବ୍ ଆରମ୍ଭରେ ୨ବର୍ଷର ଅବଧି ପାଇଁ ହେବ । ପରେ ପ୍ରାର୍ଥୀଙ୍କ ପ୍ରଦର୍ଶନ ଓ ଜବର ଆବଶ୍ୟକତା ଆଧାରରେ ବଢାଯିବ ।