ଆଶା ଆଶଙ୍କାରେ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର

36

ଆଶା ଆଶଙ୍କାରେ ଓଡ଼ିଶା ସଂଗୀତ ନାଟକ ଏକାଡମୀ ପୁରସ୍କାର । ଆଜି ପୁରସ୍କାର ପ୍ରଦାନ ଉତ୍ସବ । ତେବେ ଆଜି ଏହି ପୁରସ୍କାର ପ୍ରଦାନ କରାଯିବ କି ନାହିଁ ସେ ନେଇ ସଂଦେହ ରହିଛି । କାରଣ ପୁରସ୍କାରର ସ୍ୱଚ୍ଛତା ନେଇ କୋର୍ଟରେ ପହଁଚିଛି ମାମଲା । ଆଜି ଏହାର ଶୁଣାଣି ଥିବାରୁ କୋର୍ଟଙ୍କ ନିଷ୍ପତି ଉପରେ ନିର୍ଭର କରୁଛି ସଂଗୀତ ନାଟକ ଏକାଡମୀ ପୁରସ୍କାରର ଭାଗ୍ୟ ।