Browsing

Video

ବିଜେପିରେ ଯୋଗ ଦେବେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଅପରାହ୍ନରେ ଧରିବେ ପଦ୍ମ, ବାଣପୁରରେ ଲୋକଙ୍କ ଉପରେ ଗାଡି…

କନକ ବ୍ୟୁରୋ : ବିଜେପିରେ ଯୋଗଦେବେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ବିଜେପି ଦଳୀୟ କାର୍ଯ୍ୟାଳୟରେ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ପଦ୍ମ ଧରିବେ ପ୍ରଶାନ୍ତ । ଏନେଇ କନକ ନ୍ୟୁଜକୁ ସୂଚନା ଦେଇଛନ୍ତି ପ୍ରଶାନ୍ତ । ବିଜେପି କର୍ମୀଙ୍କୁ ମାଡ ମାରି ପୂର୍ବରୁ ବିଜେଡିରୁ ନିଲମ୍ବିତ…