Browsing

Video

ପୁରା ହେବ ଉଡନ୍ତା କାରର ସ୍ୱପ୍ନ । ରାସ୍ତାରେ ଚାଲିବ, ଆକାଶରେ ପବନର ଛାତିକୁ ଚିରି ୨୦୦ କିଲୋମିଟର ବେଗରେ ଉଡିବ କାର ।

କନକ ବ୍ୟୁରୋ : ଆକାଶରେ ଉଡିବ କାର । ଏବେ କେବଳ ରାସ୍ତାରେ ନୁହେଁ, ଆପଣ ଚାହିଁଲେ ଆକାଶରେ ମଧ୍ୟ କାର ଚଲାଇପାରିବେ । ହୁଏତ ଏଭଳି କିଛି ତଥ୍ୟ ଆପଣଙ୍କୁ ଆଶ୍ଚର୍ଯ୍ୟ କରୁଥାଇପାରେ । କିନ୍ତୁ ପୂରା ହେବାକୁ ଉଡନ୍ତା କାରର ସ୍ୱପ୍ନ । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ,…