ମାଲକାନଗିରି ସୀମାରେ ଏନକାଉଂଟର : ୨ ମାଓବାଦୀ ନିହତ

54

ମାଲକାନଗିରି : ମାଲକାନଗିରି ସୀମାରେ ଏନକାଉଂଟର । ତୁଳସୀ ପାହାଡରେ ମାଓବାଦୀ ଓ ପୁଲିସ୍ ମୁହାଁମୁହିଁ ହୋଇଛନ୍ତି । ଗୁଳିବିନିମୟରେ ୨ଜଣ ମାଓବାଦୀ ନିହତ ହୋଇଛନ୍ତି । ଏହା ସହ ୨ଟି ବନ୍ଧୁକ ଓ ବିପୁଳ ପରିମାଣର ବିସ୍ପୋରକ ସାମଗ୍ରୀ ମଧ୍ୟ ଜବତ ହୋଇଛି । ଏନକାଉଂଟର ନେଇ ବସ୍ତର ଆଇଜି ସୂଚନା ଦେଇଛନ୍ତି ।