ଦିଗପହଁଣ୍ଡି ଥାନା ଅନ୍ତର୍ଗତ ବମକେଇ ଗାଁରେ ଅଘଟଣ

21

ଗଂଜାମ : ଗଂଜାମ ଦିଗପହଁଣ୍ଡି ଥାନା ଅନ୍ତର୍ଗତ ବମକେଇ ଗାଁରେ ଅଘଟଣ । ପାଇଖାନା ଟାଙ୍କି କାମ କରୁଥିବା ବେଳେ ଶ୍ୱାସରୁଦ୍ଧ ହୋଇ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଦୁଇ ଜଣ ହେଲେ ପ୍ରଦୀପ ପ୍ରଧାନ ଓ ସମ୍ବାରୁ ପ୍ରଧାନ ।