ମୁଜରା ଦେଖିବା ପଡ଼ିଲା ମହଙ୍ଗା ! କବାଟ ବନ୍ଦ କରି ଦୁଇ ଭାଇକୁ ମାଡ଼ ମାରିବା ସହ ଟଙ୍କା ଲୁଟି ନେଲେ ଯୁବତୀ
ଦିଲ୍ଲୀର ଜିବି ରୋଡ଼୍କୁ ଦୁଇ ଭାଇ ମୁଜ୍ରା ଦେଖିବାକୁ ଯାଇଥିବା ବେଳେ ଲୁଟ୍ ଶିକାର ହୋଇଥିବା ଖବର ସାମ୍ନାକୁ ଆସିଛି । ଜଣେ ଯୁବକ ଦୁଇ ଭାଇଙ୍କୁ ମୁଜ୍ରା ଦେଖାଇବା ପରେ କୋଠିକୁ ନେବା ସହ ସେଠାରେ ଥିବା ଜଣେ ଯୁବତୀଙ୍କ ସାହାଯ୍ୟରେ ଦୁଇ ଭାଇଙ୍କ ପାଖରେ ଥିବା ଟଙ୍କା ଲୁଟି ନେଇଥିଲେ । ଏହି ଘଟଣା ଘଟିବା ପରେ ଦୁଇ ଭାଇ ପୁଲିସରେ ଅଭିଯୋଗ କରିବା ପରେ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତାଙ୍କଠାରୁ ଚୋରି କରାଯାଇଥିବା ଜିନିଷକୁ ଜବତ କରିଥିଲା ।
Kanak News is now on WhatsApp
Join and get latest news updates delivered to you via WhatsApp