ବ୍ୟାଙ୍କ ଲୁଟିବାକୁ ଆସି ଚାଲିଗଲା ଜୀବନ! ଲୋକଙ୍କ ମାଡରେ ଦୁଇ ଡକାୟତ ମୃତ, ଜଣେ ଗୁରୁତର

24

କନକ ବ୍ୟୁରୋ : ନୟାଗଡ ଜିଲ୍ଲା ରଣପୁରରେ ଲୋକଙ୍କ ମାଡରେ ଦୁଇ ଡକାୟତ ମୃତ । ଅନ୍ୟଜଣେ ଡକାୟତ ଗୁରୁତର ଥିବା ଜଣାପଡିଛି । କସଣ୍ଡାରେ ଥିବା ଏକ କାନାରା ବ୍ୟାଙ୍କ ଶାଖାରେ ଡକାୟତି ଉଦ୍ୟମ ବେଳେ ସେମାନଙ୍କୁ କାବୁ କରିଥିଲେ ସ୍ଥାନୀୟ ଲୋକେ । ତେବେ ଉତ୍ୟକ୍ତ ଲୋକେ ଏମାନଙ୍କୁ ପିଟିପିଟି ମାରିଦେଇଥିବା ସୂଚନା ମିଳିଛି । ଏହି ଡକାୟତ ମାନଙ୍କ ନିକଟରୁ ଅଫୁଟା ବୋମା ଓ ୩ ଲକ୍ଷ ଟଙ୍କା ଜବତ ହୋଇଛି ।

ଦେଖନ୍ତୁ ଏହି ଭିଡିଓ :