ପରଦାକୁ ଆସୁଛି ସିନେମା ‘ଟ୍ୟୁବଲାଇଟ’ ! ଯାଦୁଗର ଭୂମିକାରେ ନଜର ଆସିବେ ଶାହାରୁଖ

100

ବାଦଶାହା ଖାନ ଶାହାରୁଖ ହେବେ ଯାଦୁଗର । ସଲମାନ ଖାନଙ୍କ ଅଭିନୀତି ସିନେମା ‘ଟ୍ୟୁବଲାଇଟ’ରେ ଶାହାରୁଖ ଯାଦୁଗର ଭୂମିକାରେ ଅଭିନୟ କରିବେ ବୋଲି ସୂଚନା ମିଳିଛି । ଯାହାକୁ ନେଇ ସଲମାନଙ୍କ ପ୍ରଡକ୍ସନ ହାଉସରୁ ଟୁଇଟ ମାଧ୍ୟମରେ ଜଣାଯାଇଛି ।

ତେବେ ପୂର୍ବରୁ ଶାହାରୁଖ ‘ଟ୍ୟୁବଲାଇଟ’ ସେଟରେ ପହଁଚି ଚର୍ଚ୍ଚା ସାଉଁଟି ସାରିଥିବାବେଳେ ଏବେ ପୁଣି ଏହି ଖବର ପ୍ରଘଟ ହୋଇଛି । ହଲିଉଡ ସିନେମା ‘ଲିଟିଲ ବୟ’ର ହିନ୍ଦୀ ରିମେକ ହେଉଛି ‘ଟ୍ୟୁବଲାଇଟ’