ଗୁମୁଡୁମାହାର ସତକାହାଣୀ

19

ପୁଲିସ୍ କହୁଛି ଗୁଳିବିନିମୟ । ପ୍ରତ୍ୟକ୍ଷଦର୍ଶୀ କହୁଛନ୍ତି ଏକ ପାଖ ଗୁଳିମାଡ । ଯଦିଓ ସତ କଣ ସମସ୍ତଙ୍କୁ ଜଣା ଅଛି , ତେବେ ବଦନାମ ଭୟରେ ସରକାର କନ୍ଧମାଳ ଗୁଳିକାଣ୍ଡ ଘଟଣା ଉପରେ ପରଦା ଢାଙ୍କିଦେବାକୁ ପ୍ରାଣପ୍ରଣେ ଉଦ୍ୟମ ଜାରି ରଖିଛନ୍ତି । ଗୁମୁଡୁମାହାରେ ଗୁଳି ଫୁଟିବା ପରେ କେମିତିଥିଲା ପରିସ୍ଥିତି , ରାତିରେ ମୃତାହତ ଜଙ୍ଗଲରୁ ଗାଁ ଭିତରକୁ ଗଲେ କେମିତି ଗୁମୁଡୁମାହାର ସତକାହାଣୀ ଦେଖିବା ଏହି ଭିଡିଓରେ :