ରାଜଧାନୀରୁ ଗୋରୁ ବୋଝେଇ ଟ୍ରକ ଜବତ! ୬୦ରୁ ଅଧିକ ଗୋରୁ ଉଦ୍ଧାର

31

କନକ ବ୍ୟୁରୋ : ଭୁବନେଶ୍ୱରରୁ ଗୋରୁ ବୋଝେଇ ଟ୍ରକ ଜବତ । ଫୁଲନଖରା-କଟକ ରାସ୍ତାରୁ ଏହି ଟ୍ରକକୁ ଜବତ କରାଯିବା ସହ ୬୦ରୁ ଅଧିକ ଗୋରୁ ଉଦ୍ଧାର କରାଯାଇଛି । ଗୋ ସୁରକ୍ଷା ସମିତି ଏହି ଗୋରୁଙ୍କୁ ଉଦ୍ଧାର କରିଛି । ଏମାନଙ୍କୁ ଉଦ୍ଧାର କରାଗଲା ପରେ ପିପୁଲ୍ସ ଫର୍ ଆନିମଲ ସେଲଟରକୁ ଅଣାଯାଇଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-