ଉଡାନ ସ୍କିମରେ ଏୟାର ଓଡିଶାକୁ ଲାଗିଲା ଝଟକା !

49

କନକ ବ୍ୟୁରୋ : ଉଡାନ ସ୍କିମରେ ଉଡିପାରିବନି ଏୟାର ଓଡିଶା । ବିବାଦ ଘେରରେ ଥିବା ଏୟାର ଓଡିଶାର ଉଡାନ ସ୍କିମ ଉପରେ କୋର୍ଟ କଟକଣା ଲଗାଇଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏୟାର ଓଡିଶା ଆକାଉଂଟରେ ବର୍ତମାନ କୈାଣସି ନେଣଦେଣ ହୋଇପାରିବ ନାହିଁ । ମାମଲା ରଫାଦଫା ନହେବା ଯାଏ କୈାଣସି ସେୟାର ବିକ୍ରି ମଧ୍ୟ କରିପାରିବେ ନାହିଁ ସେୟାର ହୋଲ୍ଡର ।

ଏହା ସହ ଦେଖନ୍ତୁ ଏହି ଭିଡିଓ –