ତ୍ରିକୋଣୀୟ ପ୍ରେମର କରୁଣ ପରିଣତି : ସ୍ୱାମୀକୁ ବିଷ ଦେଲା ସ୍ତ୍ରୀ

37

ଫିଲ୍ମ ଷ୍ଟାଇଲରେ ହୋଇଥିଲା କେରଳର ଆବ୍ରାହମ ଓ ସୋଫିଆଙ୍କ ବିବାହ । ପ୍ରଥମେ ଚର୍ଚ୍ଚକୁ ଯାଉଯାଉ ହୋଇଥିଲା ପ୍ରେମ ଓ ତାପରେ ବିବାହ । ବିବାହ ପରେ ସେମାନେ ଯାଇଥିଲେ ଅଷ୍ଟ୍ରେଲିଆ । କିନ୍ତୁ ଏହାରି ଭିତରେ ସେମାନଙ୍କ ଜୀବନରେ ଆସିଥିଲେ ଆବ୍ରାହମଙ୍କ ସାଙ୍ଗ ଅରୁଣ୍ । ଧିରେ ଧିରେ ନିବିଡ ହେଲା ଅରୁଣ ଓ ସୋଫିଆଙ୍କ ପ୍ରେମ । ହେଲେ କଂଟା ସାଜିଲେ ଆବ୍ରାହମ୍ । ଶେଷରେ ଅରୁଣ ଓ ସୋଫିଆ ମିଶି ସିଆନାଇଡ୍ ବିଷ ଦେଇ ଆବ୍ରାହମଙ୍କê ହତ୍ୟା କରିଥିଲେ । ଏତିକିରେ ସରିନଥିଲା କଥା । ତା ପରଦିନ ସୋଫିଆ ଓ ଅରୁଣ ମିଶି ଆବ୍ରାହମଙ୍କ ଜୀବନବୀମା ଟଙ୍କା ସଂଗ୍ରହ କରିବାକୁ ବ୍ୟାଙ୍କ ବି ଯାଇଥିଲେ । ତେବେ ଶେଷରେ ପୁଲିସ୍ ହାତରେ ଧରା ପଡି ଉଭୟ ଜେଲରେ ନିଜ ଦିନ ଗଣୁଛନ୍ତି ।