ରାୟଗଡ଼ାରୁୁ ପର୍ଯ୍ୟଟକଙ୍କୁ ମରଣାନ୍ତକ ଆକ୍ରମଣ : ଗୋଚାଲାଣକୁ ବିରୋଧ କରିବାରୁ ମାଡ଼

20

କନକ ବ୍ୟୁରୋ : ଗୋଚାଲାଣକୁ ବିରୋଧ କରି ପର୍ଯ୍ୟଟକ ଲହୁଲୁହାଣ । ହାଇଦ୍ରାବାଦ ଓ ଦିଲ୍ଲୀରୁ ରାୟଗଡାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ଆସି ଗୋଚାଲାଣକାରୀଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ପର୍ଯ୍ୟଟକ ତଥା ପଶୁପ୍ରେମୀ । ଥେରୁବାଲି ନିକଟରେ ୫ଶହରୁ ଅଧିକ ଗାଇଙ୍କୁ ବେଆଇନ ଭାବେ ଚାଲାଣକୁ ବିରୋଧ କରିବାରୁ ଗୋଚାଲାଣକାରୀଙ୍କ ମରଣାନ୍ତକ ଆକ୍ରମଣରୁ ଶିକାର ହୋଇଛନ୍ତି ପର୍ଯ୍ୟଟକ ।

ଅମାନୁଷିକଭାବେ ଗୋଚାଲାଣକୁ ବିରୋଧ କରିବାରୁ ଗୋଚାଲାଣକାରୀ ପର୍ଯ୍ୟଟକଙ୍କୁ କୁରାଢ଼ୀରେ ଆକ୍ରମଣ କରିବା ସହ ମହିଳାଙ୍କୁ ଦୁର୍ବ୍ୟବହାର କରିଛନ୍ତି । ତେବେ ଘଟଣାର ତଦନ୍ତ କରି ଦୋଷୀଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।

ଦେଖନ୍ତୁ ଏହି ଭିଡିଓ –