ବଢୁଛି ସ୍ମାର୍ଟଫୋନର ଚାହିଦା : ଫିଚର, ଡିସପ୍ଲେ, କ୍ୟାମେରାରେ କେଉଁ ଫୋନ ରହିଛି ଆଗରେ, ଆସନ୍ତୁ ଜାଣିବା ?

43

କନକ ବ୍ୟୁରୋ : ଆଜିର ମାର୍କେଟରେ ଗୁଗୁଲର ଆଣ୍ଡ୍ରୋଏଡ୍ ସ୍ମାର୍ଟଫୋନର ରହିଛି ଏକ ବଡ ଅଂଶ । ସମସ୍ତଙ୍କର ପସନ୍ଦ ଲେଟେଷ୍ଟ ଫିଚର ସାଙ୍ଗକୁ ହାଇ କ୍ୱାଲିଟି ଡିସପ୍ଲେ, ହାଇ ରିଜୋଲ୍ୟୁସନ କ୍ୟାମେରା ରହିଥିବା ଫୋନ । ଆସନ୍ତୁ ଜାଣିବା ଭାରତରେ ଚଳିତ ବର୍ଷ ମେ ମାସ ସୁଦ୍ଧା ଟପ୍ ୬ତାଲିକାରେ ରହିଛି କେଉଁ କେଉଁ ଫୋନ ।

୧-ସାମସଙ୍ଗ୍ ଗାଲାକ୍ସି ଏସ୍୯+


ଏହି ତାଲିକାର ପ୍ରଥମ ସ୍ଥାନରେ ରହିଛି ସାମସଙ୍ଗ୍ ଗାଲାକ୍ସି ଏସ୯ ପ୍ଲସ୍ । ଏହାର ଲୁକ୍, ବଡ ଡିସପ୍ଲେ ଏହାକୁ ପ୍ରଥମ ସ୍ଥାନରେ ରଖିଛି । ଏଥିସହ ଏହି ଫୋନରେ ଡୁଆଲ ବ୍ୟାକ୍ କ୍ୟାମେରା ମଧ୍ୟ ରହିଛି । ନଜର ପକାଇବା ଏହି ଫୋନର ଫଚର୍ସ ଉପରେ ।
ଡିସପ୍ଲେ- ୬.୨ ଇଂଚ
ରାମ୍-୬ଜିବି
ଇଂଟରନାଲ ଷ୍ଟୋରେଜ- ୬୪ଜିବି
ଅପରେଟିଙ୍ଗ୍ ସିଷ୍ଟମ୍- ଆଣ୍ଡ୍ରୋଏଡ୍
କ୍ୟାମେରା
ଫ୍ରଂଟ କ୍ୟାମେରା-୮ମେଗାପିକ୍ସଲ
ରିୟର ବା ବ୍ୟାକ୍ କ୍ୟାମେରା- ୧୨ ମେଗାପିକ୍ସଲ
ବ୍ୟାଟେରୀ- ୩୫୦୦ଏମଏଚ୍

୨-ଗୁଗୁଲ ପିକ୍ସଲ ୨ଏକ୍ସଏଲ୍
ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି ଗୁଗୁଲ ପିକ୍ସଲ ୨ଏକ୍ସଏଲ୍ । ଏହାର କ୍ୟାମେରା ହେଉଛି ଫୋନର ଖାସିୟତ ।
ଡିସପ୍ଲେ- ୬ଇଂଚ
ରାମ୍-୪ଜିବି
ଇଂଟରନାଲ ଷ୍ଟୋରେଜ- ୬୪ଜିବି
ଅପରେଟିଙ୍ଗ୍ ସିଷ୍ଟମ୍- ଆଣ୍ଡ୍ରୋଏଡ୍
କ୍ୟାମେରା
ଫ୍ରଂଟ କ୍ୟାମେରା- ୮ମେଗାପିକ୍ସଲ
ରିୟର ବା ବ୍ୟାକ୍ କ୍ୟାମେରା- ୧୨.୨ ମେଗାପିକ୍ସଲ
ବ୍ୟାଟେରୀ- ୩୫୨୦ଏମଏଚ୍

୩-ସାମସଙ୍ଗ୍ ଗାଲାକ୍ସି ନୋଟ୍ ୮
ଟପ୍ ୬ ତାଲିକାର ତୃତୀୟ ସ୍ଥାନରେ ରହିଛି ସାମସଙ୍ଗ୍ ଗାଲାକ୍ସି ନୋଟ୍ ୮ । ଆକର୍ଷଣୀୟ ଫିଚର, ଡୁଆଲ ବ୍ୟାକ୍ କ୍ୟାମେରା, ଫୋନ କ୍ୱାଲିଟି, ଡିସ୍ପ୍ଲେ ଏସବୁ ଏହି ଫୋନକୁ ରଖିଛି ତୃତାୟ ସ୍ଥାନରେ ।
ଡିସପ୍ଲେ- ୬.୩ଇଂଚ
ରାମ୍-୪ଜିବି
ଇଂଟରନାଲ ଷ୍ଟୋରେଜ- ୬୪ଜିବି
ଅପରେଟିଙ୍ଗ୍ ସିଷ୍ଟମ୍- ଆଣ୍ଡ୍ରୋଏଡ୍
କ୍ୟାମେରା
ଫ୍ରଂଟ କ୍ୟାମେରା- ୮ମେଗାପିକ୍ସଲ
ରିୟର ବା ବ୍ୟାକ୍ କ୍ୟାମେରା- ୧୨ ମେଗାପିକ୍ସଲ
ବ୍ୟାଟେରୀ- ୩୩୦୦ଏମଏଚ୍

୪-ଅନର ଭ୍ୟୁ ୧୦


ଅନର ଭ୍ୟୁ ୧୦ ରହିଛି ଚତୁର୍ଥ ସ୍ଥାନରେ ।
ଡିସପ୍ଲେ- ୫.୯୯ଇଂଚ
ରାମ୍-୬ଜିବି
ଇଂଟରନାଲ ଷ୍ଟୋରେଜ- ୧୨୮ଜିବି
ଅପରେଟିଙ୍ଗ୍ ସିଷ୍ଟମ୍- ଆଣ୍ଡ୍ରୋଏଡ୍
କ୍ୟାମେରା
ଫ୍ରଂଟ କ୍ୟାମେରା- ୧୩ମେଗାପିକ୍ସଲ
ରିୟର ବା ବ୍ୟାକ୍ କ୍ୟାମେରା- ଗୋଟିଏ କ୍ୟାମେରା ୧୬ମେଗାପିକ୍ସଲ ରହିଥିବା ବେଳେ ଅନ୍ୟଟି ୨୦ମେଗାପିକ୍ସଲ ରହିଛି
ବ୍ୟାଟେରୀ- ୩୭୫୦ଏମଏଚ୍

୫-ୱାନ୍ ପ୍ଲସ୍ ୫ଟି
ୱାନ୍ ପ୍ଲସ୍ ୫ଟି ରହିଛି ପଂଚମ ସ୍ଥାନରେ । ଏହାର ଅନ୍ୟ ମଡେଲ ଅପେକ୍ଷା
ଏହି ମଡେଲରେ ରହିଛି ବହୁ ନୂଆ ଫିଚର ।
ଡିସ୍ପ୍ଲେ- ୬.୧ଇଂଚ
ରାମ୍-୬ଜିବି
ଇଂଟରନାଲ ଷ୍ଟୋରେଜ- ୬୪ଜିବି
ଅପରେଟିଙ୍ଗ୍ ସିଷ୍ଟମ୍- ଆଣ୍ଡ୍ରୋଏଡ୍
କ୍ୟାମେରା
ଫ୍ରଂଟ କ୍ୟାମେରା- ୧୬ମେଗାପିକ୍ସଲ
ରିୟର ବା ବ୍ୟାକ୍ କ୍ୟାମେରା- ଗୋଟିଏ କ୍ୟାମେରା ୧୬ମେଗାପିକ୍ସଲ ରହିଥିବା ବେଳେ ଅନ୍ୟଟି ୨୦ମେଗାପିକ୍ସଲ ରହିଛି
ବ୍ୟାଟେରୀ- ୩୩୦୦ଏମଏଚ୍

୬-ସାମସଙ୍ଗ ଗାଲାକ୍ସି ଏସ୍ ୮


ଉନ୍ନତ ଡିଜାଇନ, ଲୁକ୍, ଡିସପ୍ଲେ ସାଙ୍ଗକୁ ଲେଟେଷ୍ଟ ଅପରେଟିଙ୍ଗ୍ ସିଷ୍ଟମ ସହ ଏହି୍ ଫୋନ ରହିଛି ଟପ୍ ୬ ତାଲିକାରେ ।
ଡିସପ୍ଲେ- ୫.୮ଇଂଚ
ରାମ୍-୪ଜିବି
ଇଂଟରନାଲ ଷ୍ଟୋରେଜ- ୬୪ଜିବି
ଅପରେଟିଙ୍ଗ୍ ସିଷ୍ଟମ୍- ଆଣ୍ଡ୍ରୋଏଡ୍
କ୍ୟାମେରା
ଫ୍ରଂଟ କ୍ୟାମେରା- ୮ମେଗାପିକ୍ସଲ
ରିୟର ବା ବ୍ୟାକ୍ କ୍ୟାମେରା- ୧୨ମେଗାପିକ୍ସଲ
ବ୍ୟାଟେରୀ- ୩୦୦୦ଏମଏଚ୍

୨୦୧୮ ମସିହା ମେ ମାସ ସୁଦ୍ଧା ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ ଲେଟେଷ୍ଟ ଫିଚର୍ସ, ଉନ୍ନତ ସ୍ପେଶିଫିକେସନ ସହ ଏହି ୬ଟି ଫୋନ ରହିଛି ଟପ୍ ୬ ତାଲିକାରେ ।