ଯୁକ୍ତ ଦୁଇ ବିଜ୍ଞାନର କୃତି ଛାତ୍ରଛ୍ରାତ୍ରୀଙ୍କୁ ସମ୍ବାଦ ପକ୍ଷରୁ ସମ୍ବର୍ଦ୍ଧନା। ଭୂବନେଶ୍ୱର ଜୟଦେବଭବନରେ ଶ୍ରେଷ୍ଠ ୧୦୦ ଜଣଙ୍କୁ କରାଗଲା ପୁରସ୍କୃତ

132

କନକ ବ୍ୟୁରୋ: ସମ୍ବାଦ ପକ୍ଷରୁ ଆଜି ଯୁକ୍ତ ଦୁଇ ବିଜ୍ଞାନରେ ସଫଳତା ପାଇଥିବା ଶ୍ରେଷ୍ଠ ଶହେ ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଧିତ କରାଯାଇଛି । ଏଥିପାଇଁ ଭୁବନେଶ୍ୱର ଜୟଦେବ ଭବନରେ ସମ୍ବର୍ଧନା ସଭାର ଆୟୋଜନ କରାଯାଇଥିଲା ।

ଏଥିରେ ମୁଖ୍ୟ ଅତିଥିଭାବେ ଦୁଇ ଅଧିକାରୀ ସନ୍ତୋଷ ଉପାଧ୍ୟାୟ ଓ ଭିନିଲ କ୍ରିଷ୍ଣା ସାମିଲ ହୋଇଥିଲେ । ଏଥିରେ ସମ୍ବାଦର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଯୋଗଦେଇଥିଲେ । ସେ କହିଥିଲେ, ସମସ୍ତେ ନିଜ ମାତୃଭାଷାକୁ ଭୁଲିଯିବା ଉଚିତ ନୁହେଁ । ଭବିଷ୍ୟତରେ ରକ୍ତଦାନ ପ୍ରତି ଆଗ୍ରହୀ ହେବାକୁ ସେ ପରାମର୍ଶ ଦେଇଥିଲେ ।