ଖୋର୍ଦ୍ଧା ତମାଣ୍ଡୋ ଛକରେ ଦୁର୍ଘଟଣା : ଗଂଜେଇ ବୋଝେଇ ଗାଡି ଦୁର୍ଘଟଣାଗ୍ରସ୍ତ

43

ଖୋର୍ଦ୍ଧା : ଖୋର୍ଦ୍ଧା ତମାଣ୍ଡୋ ଛକରେ ଦୁର୍ଘଟଣା । କଲଭର୍ଟରେ ପିଟି ହୋଇ ଗଂଜେଇ ବୋଝେଇ ଗାଡି ଦୁର୍ଘଟଣାଗ୍ରସ୍ତ । ଗାଡିରୁ ୭ କ୍ୱିଂଟାଲ ଗଂଜେଇ ଜବତ ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣା ପରେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଏତେ ପରିମାଣର ଗଂଜେଇ କେଉଁଠୁ ଚାଲାଣ ହେଉଥିଲା ସେ’ନେଇ ପୁଲିସ ଛାନଭିନ୍ ଆରମ୍ଭ କରିଛି । ନ୍ୟୁଜ୍ ସହିତ ଦେଖନ୍ତୁ ଏହି ଭିଡିଓ :