ପୁଣି ଆଦାୟ ହେଲା ଟୋଲ୍ ଫି : ମଧ୍ୟରାତ୍ରରୁ ରାଜ୍ୟର ବିଭିନ୍ନ ଗେଟରେ ଲାଗୁ ହେଲା ଟୋଲ୍ ଫି

26

କନକ ବ୍ୟୁରୋ : ପୁଣି ଆଦାୟ ହେଲା ଟୋଲ୍ ଫି । ଗତକାଲି ମଧ୍ୟରାତ୍ରରୁ ରାଜ୍ୟର ବିଭିନ୍ନ ଟୋଲଗେଟରେ ଆଦାୟ ହୋଇଛି ଟୋଲ୍ ଫି । ପୁରୁଣା ୫ ଶହ ଓ ହଜାରେ ଟଙ୍କିଆ ନୋଟ୍ ଅଚଳ ପରେ ବନ୍ଦ ଟୋଲ ଟ୍ୟାକ୍ସ ଆଦାୟ ବନ୍ଦ କରାଯାଇ ଥିଲା । ତେବେ ନୂଆ ନୋଟ୍ ବଜାରକୁ ଆସିବା ପରେ ପୁଣି ଥରେ ଆରମ୍ଭ ହୋଇଛି ଟୋଲ ଫି ଆଦାୟ ।

ଦେଖନ୍ତୁ ଏହି ଭିଡିଓ –