ସରିଛି ରିମାଣ୍ଡ : ଆଜି କୋର୍ଟରେ ହାଜର ହେବେ ସମ୍ ହସ୍ପିଟାଲ ମାଲିକ ମନୋଜ ନାୟକ

32

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଶେଷ ହେଲା ସମ୍ ମାଲିକ ମନୋଜ ନାୟକଙ୍କ ରିମାଣ୍ଡ ଅବଧି । ଆଜି ମନୋଜଙ୍କୁ କୋର୍ଟରେ ହାଜର କରିବ କମିଶନରେଟ୍ ପୁଲିସ୍ । ଦୁଇଦିନର ଜେରା ବେଳେ ପୁଲିସ୍ ହାତରେ ଲାଗିଛି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ଯାହାକୁ ଆଧାର କରି ପୁଲିସ୍ ତଦନ୍ତକୁ ଜୋରଦାର କରିଛି ।