ରିମାଣ୍ଡର ଦ୍ୱିତୀୟ ଦିନରେ ଆଜି ବି ହେବ ସମ୍ ମାଲିକ ମନୋଜ ନାୟକଙ୍କୁ ଜେରା : ଗୁଡାଇ ତୁଡାଇ ଚାଲିଛି ଖୋଳତାଡ

2

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ସମ୍ ହସ୍ପିଟାଲ ମାଲିକ ମନୋଜ ନାୟକଙ୍କ ରିମାଣ୍ଡ ଅବଧିର ଆଜି ଦ୍ୱିତୀୟ ଦିନ । ଆଜି ପୁଣି ତାଙ୍କୁ ପଚରା ଉଚରା କରାଯିବ । ଗତକାଲି ଜେରାର ପ୍ରଥମ ଦିନରେ ମନୋଜଙ୍କୁ ଗୁଡାଇ ତୁଡାଇ ପ୍ରଶ୍ନ କରିଥିଲା ପୁଲିସ ।

Comments are closed.