ଆଜିଠାରୁ ହୋଇପାରେ ତାତି ଅସମ୍ଭାଳ : ପାଣିପାଗ ବିଭାଗର ଆକଳନ

51

କନକ ବ୍ୟୁରୋ : ଆଜିଠାରୁ ହୋଇପାରେ ତାତି ଅସମ୍ଭାଳ । ଉପକୂଳରେ ପାରଦ ୪୦ଡିଗ୍ରୀ ତ ପଶ୍ଚିମ ଓଡିଶାରେ ପାରଦ ୪୫ ଡିଗ୍ରୀ ଛୁଇଁବା ନେଇ ପାଣିପାଗ ବିଭାଗର ଆକଳନ । ୨୬ ତାରିଖ ଯାଏଁ ଲାଗି ରହିବ ତାତିି  ।