ଅଚଳ ଟଙ୍କାକୁ ନେଇ ଅଚଳ ଗୃହ : ସଂସଦର ଶୀତ ଅଧିବେଶନର ଆଜି ଶେଷଦିନ

19

କନକ ବ୍ୟୁରୋ : ସଂସଦୀୟ ଅଧିବେଶନର ଆଜି ଶେଷ ଦିନ । ଆଜି ସରୁଛି ସଂସଦର ଶୀତ ଅଧିବେଶନ । ଶେଷ ଦିନରେ ବି ଗୃହରେ ବିରୋଧୀ ବିମୁଦ୍ରାକରଣ ପ୍ରସଙ୍ଗ ଉଠାଇବା ଆଶଙ୍କା କରାଯାଉଛି ।

ପ୍ରଥମେ ବିମୁଦ୍ରାକରଣ ଏବଂ ପରେ ଅଗଷ୍ଟା ହେଲିକପ୍ଟର ଦୁର୍ନୀତିକୁ ନେଇ ସରଗରମ ରହିଛି ଗୃହର ଉଭୟ ସଦନ । ବିରୋଧୀଙ୍କ ବିମୁଦ୍ରାକରଣ ପ୍ରସଙ୍ଗରେ ଆଟାକକୁ ବିଜେପି ଅଗଷ୍ଟା ହେଲିକପ୍ଟର ଦୁର୍ନୀତି ପ୍ରସଙ୍ଗରେ କାଉଂଟର କରିଛି ।