ଆଜି ନବୀନଙ୍କୁ ଭେଟି ପାରନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ : ସାକ୍ଷାତ ପାଇଁ ମାଗିଛନ୍ତି ସମୟ

29

କନକ ବ୍ୟୁରୋ : ଆଜି ନବୀନ ପଟ୍ଟନାୟକଙ୍କୁ ଭେଟିପାରନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ନବୀନଙ୍କୁ ସାକ୍ଷାତ କରିବାକୁ ମମତା ସମୟ ମାଗିଥିଲେ । ଦୁଇ ନେତାଙ୍କ ମଧ୍ୟରେ କେଉଁ ପ୍ରସଙ୍ଗରେ ଆଲୋଚନା ହେବ ଏବେ ତାହା ଉପରେ ସମସ୍ତଙ୍କ ନଜର ।  ମୋଦିଙ୍କ ବିରୋଧରେ ଅଣ ବିଜେପି ମେଂଟ ଗଠନ ନେଇ ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ଆହ୍ୱାନ । ବିଜେପି ବିରୋଧରେ ସବୁ ଆଂଚଳିକ ଦଳ ଏକାଠି ହେବାକୁ କହିଛନ୍ତି ଦିଦି ।

ଦେଖନ୍ତୁ ଏହି ଭିଡିଓ –