ଆଜି ବିଦ୍ୟାଦାତ୍ରୀଙ୍କ ପୂଜାର୍ଚ୍ଚନା ! ଘଂଟ ଘଂଟା ଧ୍ୱନୀରେ କମ୍ପୁଛି ପରିବେଶ

136

କନକ ବ୍ୟୁରୋ: ଆଜି ପବିତ୍ର ଶ୍ରୀପଂଚମୀ । ସମସ୍ତ ସ୍କୁଲ କଲେଜ ସମେତ ବିଭିନ୍ନ ସ୍ଥାନରେ ବିଦ୍ୟାଦାତ୍ରୀ ମାଆ ସରସ୍ୱତୀଙ୍କ ପୂଜାର୍ଚ୍ଚନା । ସହରସାରା ବିଭିନ୍ନ ଘଂଟ ଘଂଟା ସଂଖ ଧ୍ୱନୀରେ କମ୍ପୁଛି ପରିବେଶ ।