ଆଜି ଅନ୍ତର୍ଜାତୀୟ ମହିଳା ଦିବସ ! ମହିଳା ଶିକ୍ଷା ଓ ସୁରକ୍ଷା ନେଇ ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ

37

କନକ ବ୍ୟୁରୋ : ଆଜି ଅନ୍ତର୍ଜାତୀୟ ମହିଳା ଦିବସ । ଏ ନେଇ ରାଜ୍ୟ ତଥା ଦେଶ ବିଦେଶର ବିଭିନ୍ନ ସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜିତ ହେଉଛି । ଇନରହ୍ୱିଲ କ୍ଲବ୍ କଟକ ଶାଖା ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ସମ୍ବର୍ଦ୍ଧନା ସଭା । ରାଜ୍ୟ ବାହାରୁ ଆସିଥିବା ଇନର ହ୍ୱିଲ୍ କ୍ଲବର କିଛି କର୍ମକର୍ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ମହିଳାମାନେ ଶିକ୍ଷା ଲାଭ କଲେ ହିଁ ନିଜକୁ ସୁରକ୍ଷିତ କରିପାରିବେ ବୋଲି କ୍ଲବ୍ ପକ୍ଷରୁ କୁହାଯଯାଇଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-