ଆଜିଠାରୁ ଇଣ୍ଡିଆ ଅଷ୍ଟ୍ରେଲିଆ ଅନ୍ତିମ ଟେଷ୍ଟ ! ଖେଳିବା ନେଇ ଅନିଶ୍ଚିତତାରେ କୋହଲି

35

କନକ ବ୍ୟୁରୋ : ଆଜିଠୁ ଭାରତ ଅଷ୍ଟ୍ରେଲିଆ ଅନ୍ତିମ ଟେଷ୍ଟ । ଧର୍ମଶାଳାରେ ହେବ ପରୀକ୍ଷା । ଫିଟନେସ୍ କାରଣରୁ ବିରାଟ କୋହଲି ଖେଳିବା ନେଇ ଅନିଶ୍ଚିତତା ଦେଖାଦେଇଛି । ଏହି ୪ଟିକିଆ ଟେଷ୍ଟ ସିରିଜରେ ଉଭୟ ୧-୧ ମ୍ୟାଚ ଜିତି ସମାନ ସ୍ତରରେ ରହିଛନ୍ତି । ଆଜିର ମ୍ୟାଚ ଗ୍ରାଭାସ୍କର ଟ୍ରଫି ହାତେଇବା ପାଇଁ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ।