ଆଜି ପ୍ରବାଦ ପରୁଷ ବିଜୁ ପଟ୍ଟନାୟକଙ୍କ ବିଂଶତମ ଶ୍ରାଦ୍ଧବାର୍ଷିକୀ ! ବିଜେଡି କ୍ୟାମ୍ପ ଚଳଚଞ୍ଚଳ

27

କନକ ବ୍ୟୁରୋ : ଆଜି ପ୍ରବାଦ ପୁରୁଷ ମହାନଜନନାୟକ ବିଜୁ ପଟ୍ଟନାୟକଙ୍କ ବିଂଶତମ ଶ୍ରାଦ୍ଧବାର୍ଷିକୀ । କୁହାଯାଏ ସେ ଥିଲେ ଝଡର ଇଗଲ । ବହୁ ତପସ୍ୟାର ମୂର୍ତିମନ୍ତ୍ର ପ୍ରତୀକ । ତାଙ୍କର ସ୍ୱପ୍ନ ଥିଲା ସମୃଦ୍ଧ ଜାତିର ଗ୍ରୋରବ ଫେରାଇ ଆଣିବା । ପ୍ରତ୍ୟକ ବର୍ଗର ବିକାଶସାଧନ ପୂର୍ବକ ଏକ ସମୃଦ୍ଧ ଓଡିଶା ଗଠନରେ ବିଜୁବାବୁଙ୍କ ସ୍ୱପ୍ନ ଥିଲା ପର୍ଯ୍ୟବେସିତ । ବିଜୁଙ୍କ ଶ୍ରାଦ୍ଧବାର୍ଷିକୀକୁ ପ୍ରଭାବୀ ଢ଼ଙ୍ଗରେ ପାଳନ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରିଛି ବିଜୁ ଜନତା ଦଳ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –