ଆଜି ଦିଲ୍ଲୀ ମ୍ୟୁନିସିପାଲଟି ନିର୍ବାଚନ ! କଂଗ୍ରେସ, ବିଜେପି, ଆପ୍ ମଧ୍ୟରେ କଡା ଟକ୍କର

0

କନକ ବ୍ୟୁରୋ : ଆଜି ଦିଲ୍ଲୀ ମ୍ୟୁନିସିପାଲଟି ନିର୍ବାଚନ । ନିର୍ବାଚନ ପାଇଁ ୧୩ ହଜାର ୧୪୧ଟି ମତଦାନ କେନ୍ଦ୍ର କରାଯାଇଛି । ପାଖାପାଖି ୧ କୋଟି ୩୪ ଲକ୍ଷ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ । କଂଗ୍ରେସ, ବିଜେପି ଓ ଆପ୍ ମଧ୍ୟରେରେ କଡା ଟକ୍କର ହେବାର ସମ୍ଭାବନା ରହିଛି । ୨୭୨ଟି ସିଟ ପାଇଁ କଂଗ୍ରେସ ୨୭୧ ପ୍ରାର୍ଥୀ ଦେଇଛି । ସେିହପରି ବିଜେପି ୨୬୭ଜଣ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇଛି ।

Comments are closed.